ତଲାକ୍‌ ବିଲ୍‌କୁ ସଂସଦର ମୋହର, ଶେଷରେ ରାଜ୍ୟସଭାରେ ଗୃହୀତ

ସପକ୍ଷରେ ୯୯, ବିରୋଧରେ ୮୪ ବିଜେଡିର ସମର୍ଥନ, ଜେଡିୟୁର କକ୍ଷତ୍ୟାଗ ନୂଆଦିଲ୍ଲୀ: ବିବାଦୀୟ ମୁସ୍‌ଲିମ ମହିଳା ବିବାହ ଅଧିକାର ସୁରକ୍ଷା (ତିନି ତଲାକ୍‌) ବିଲ୍‌କୁ ଆଜି ସଂସଦ ଅନୁମୋଦନ ପ୍ରଦାନ କରିଛି। ଲୋକସଭାରେ ଗତ ୨୫ ତାରିଖ ଗୃହୀତ ହୋଇଥିବା ତିନି ତଲାକ୍‌ ବିଲ୍‌ ଆଜି ରାଜ୍ୟସଭାରେ ମଧ୍ୟ ଗୃହୀତ ହୋଇଛି। ଏବେ ଏହି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଂଜୁରି ପାଇଁ ପଠାଯିବ। ଏହା ଆଇନରେ ପରିଣତ ‌ହେଲେ ଏକା ଥରକେ … Continue reading ତଲାକ୍‌ ବିଲ୍‌କୁ ସଂସଦର ମୋହର, ଶେଷରେ ରାଜ୍ୟସଭାରେ ଗୃହୀତ